Poznań

Produkt "The Gold Fish of Gran Chimu" został dodany do koszyka.

TWÓJ KOSZYK

W twoim koszyku jest 30 produktów,
łącznie za kwotę 4 818,00 zł
OSTATNIO DODANY PRODUKT :
The Gold Fish of Gran Chimu
Lummis Charles F.
113,70 zł

ksiazka tytuł: Agni Saraswati autor: Mishra Subhashree Subhasmita
DOSTAWA WYŁĄCZNIE NA TERYTORIUM POLSKI

FORMY I KOSZTY DOSTAWY
• 0,00 zł
• 0,00 zł
• 9,50 zł
• 12,50 zł
• 0,00 zł
• Od 9,90 zł
• Od 11,00 zł
• 0,00 zł
• Od 6,90
• Od 9,90

Agni Saraswati

Wersja papierowa
Wydawnictwo: BLACK EAGLE BOOKS
ISBN: 978-16-456-0153-1
Format: 14.0x21.6cm
Liczba stron: 210
Oprawa: Miękka
Wydanie: 2021 r.
Język: polski

Dostępność: dostępny
78,30 zł

ବେଦରେ ନାରୀର ଦଶନାମ ଓ ଦଶଟି ସଜ୍ଞା । ଭାବ ଓ ଗୁଣ ଦୃଷ୍ଟିରୁ ଏକ ସଜ୍ଞା ଆରେକର ବିରୋଧୀ । ଇଡ଼ା ଓ ରନ୍ତା ଭାବରେ ସେ ମାଧୁର୍ଯ୍ୟ ଓ ରମଣୀ ଭାବର ପ୍ରତୀକ । ହେଲେ ହବ୍ୟା ଭାବରେ ସେ ଅଗ୍ନିକୁ ଅଧିକ ପ୍ରଜ୍ଜ୍ୱଳିତ କରେ । ସେ ସରସ୍ୱତୀ ଏବଂ ଅଦିତି । ସ୍ୱର ଓ ବାଣୀର ସେ ଈଶ୍ୱରୀ, ସମାନ୍ତରାଳରେ ସେ ଅମରତ୍ୱର ମାର୍ଗ । ସେ ଅଦିତି ବା ଅଖଣ୍ଡିତା । ଅଗ୍ନି ଓ ସରସ୍ୱତୀର ମିଶ୍ରଭାବରେ ତାର ପରିଚୟ, ଏକ ଭିନ୍ନ ଏକକ ସୃଷ୍ଟି କରିଥାଏ । 'ଅଗ୍ନି ସରସ୍ୱତୀ' ସେ ବୈଦିକ ଅନୁଭବର ଆଭାସ କି?

ଅଗ୍ନି ଓ ସରସ୍ୱତୀ, ଏମାନଙ୍କୁ ଏକପଦୀ ବୋଲି କହି ହେବ କି? ଯେତେବେଳେ ଗୋଟେ କବିତା ସଙ୍କଳନର ନାମ 'ଅଗ୍ନି ସରସ୍ୱତୀ' ସେଠି ଏ ପ୍ରଶ୍ନ ସ୍ୱାଭାବିକ । ଉଗ୍ରତା ଏ କବିତାର ମୂଳପିଣ୍ଡ । ଦହନ ଏ କବିତାର ମଞ୍ଜି ।

ଶୁଭଶ୍ରୀ ଶୁଭସ୍ମିତା ମିଶ୍ର, ଦ୍ରୋହର କବି । ତାଙ୍କ କବିତାରେ ଜଳିବା ଓ ଜାଳିବାର ଏକ ଆଗ୍ନେୟ ପ୍ରକ୍ରିୟା ରହିଥାଏ । ହେଲେ ଏ କବିତା ବହି, ତା'ର ଏକ ବ୍ୟତିକ୍ରମ । ଗତ ତିନୋଟି ସଙ୍କଳନରେ ଉଗ୍ରତାର ଯେଉଁ ପ୍ରଖର ପ୍ରବାହ, ସେଥିରୁ ମୁକ୍ତ ହେବାର ଏକ ସଚେତନ ପ୍ରୟାସ ଏ ବହିରେ ଅଛି । ଦ୍ରୋହ ଭିତରୁ ଅଙ୍କୁରିତ ହେଉଛି ପ୍ରେମ । ହୁତାଶନରୁ ପ୍ରକାଶିତ ହେଉଛି ଜଳକଣା । ଏ କବିତା ବହି, ଏକ ନୂଆ ବାଟର ଆରମ୍ଭ ।

Newsletter

Newsletter
Zapisz Wypisz

Klikając "Zapisz" zgadzasz się na przesyłanie na udostępniony adres e-mail informacji handlowych, tj. zwłaszcza o ofertach, promocjach w formie dedykowanego newslettera.

Płatności

Kanały płatności

Księgarnia PWN Poznań akceptuje płatności:

• płatność elektroniczna eCard (karta płatnicza, ePrzelew)
• za pobraniem - przy odbiorze przesyłki należność pobiera listonosz lub kurier